by Panchanan Jena ✓ · 30 Jun 2020
ଧନୁର ଛଟା ବରଷା କଟା ଖରା ଛାଇର ଖେଳ ବରଷା ରାଣୀ ଖୁସି ଗଉଣୀ ବୁଝି ପାରୁନି ମେଳ । ହଲି ଦୋହଲି ପତ୍ରଟା ମେଲି କାଚି ହେଉଛି ବର୍ଷା ବାଟ ଗୋହିରି ବାଡ଼ି କିଆରୀ ବିଲକୁ ଚାଲେ ଚଷା !
Loading comments…
Loading comments…