କି ଦୋଷ ମୁଁ କଲି, ହେଲି ବୋଲି ବେକାର
କି ଦୋଷ ମୁଁ କଲି, ହେଲି ବୋଲି ବେକାରParshuram Biswal · 1 min read · 6.6K readsମାଟି ନୁହେଁ ମାଟି ନୁହେଁ, ନୁହେଁ ମୁଁ ପଥର
ସହି ସହି ସୀମାରେଖା ଟପିଲାଣି ମୋର
କହ କଳାଠାକୁର
କି ଦୋଷ ମୁଁ କଲି, ହେଲି ବୋଲି ବେକାର
କେତେ ମୁଁ ସହିବି କାହା ଲାଂଛନାଭାର ?Others