by Amit Bal ✓ · 28 Oct 2020
ଚହଲାଇ ଦିଏ ମନକୁ ସଂପର୍କର ବିଭୋର ପୁଲକ କେବେ ଭାରିହୁଏ ପିତୃତ୍ବ କେବେ ମାତୃଭୂମିର ମୂଲକ, ବେଳେଭାବେ ଭାଗ୍ୟର ବିଡମ୍ବନା ନା ସୈାଭାଗ୍ୟ ଏ ମୋର ଏକା ସାଥେ ବାଣ୍ଟି ମୁଁ ନିଜକୁ କରୁନି ତ କାହା ପ୍ରତି ଅବିଚାର
Loading comments…
Loading comments…