StoryMirror - Read, Write, Share & Repeat- କାହାକୁ ମୁଁ କରିବି ଗୁହାରିPrasanta kumar Hota · 1 min read · 303 readsକାହାକୁ ମୁଁ କରିବିହେ ଗୁହାରି
ହେ ଦିନବନ୍ଧୁ ଦିନ ଦୁଃଖ ଦଇତାରୀOthers
- (୫)* ଅଭିମାନିନୀ ର ମନ *Amit Bal · 1 min read · 206 readsଚହଲାଇ ଦିଏ ମନକୁ ସଂପର୍କର ବିଭୋର ପୁଲକ
କେବେ ଭାରିହୁଏ ପିତୃତ୍ବ କେବେ ମାତୃଭୂମିର ମୂଲକ,
ବେଳେଭାବେ ଭାଗ୍ୟର ବିଡମ୍ବନା ନା ସୈାଭାଗ୍ୟ ଏ ମୋର
ଏକା ସାଥେ ବାଣ୍ଟି ମୁଁ ନିଜକୁ କରୁନି ତ କାହା ପ୍ରତି ଅବିଚାରTragedy
- ଝିଅ -ମୁଁ ଖୋଜେ ମୋ ପରିଚୟMAMATA RANI SATAPATHY · 1 min read · 222 readsମୋ ନିଜ ଘର ଠିକଣା ନିଜେ ମୁଁ ଜାଣେନା ,
ବାପଘରେ କୁହନ୍ତି ତୁ ପରଧନ ,
ଆଉ ଶାଶୁଘରେ ମୁଁ ତ ପରଝିଅ ,
ସତରେ , ମୋର ପରିଚୟ କ'ଣ ...???
ସମାଜରେ ମୋର ତ ଅନେକ ପରିଚୟ..,
ଦୁହିତା,କନ୍ୟାରତ୍ନ,ଗୃହଲକ୍ଷ୍ମୀ ଏପରିକି ସବଂସହା ଧରିତ୍ରୀ ....,Tragedy
- ପାହାଡBharatabandhu Biswal · 1 min read · 216 readsବିଷ୍ଣୁ ପଦ କୋଣୁ ଗଙ୍ଗାଧାର ନୀର
ନିର୍ଝରେ ଯାର ମସ୍ତକୁOthers
- ନାଲିରକ୍ତJayashree Maharana · 1 min read · 206 readsହିଂସା ଦ୍ଵେଷ ହୃଦେ ଅଜ୍ଞାନ ବଳରେ
କରିଅଛ ଭରପୁରAbstract
- ସମର୍ପିତାSanjya Tripathy · 1 min read · 189 readsଏକ ଅର୍ଦ୍ଧ ନିମୀଳିତ ଶ୍ଵେତପଦ୍ମ
ପଦ୍ମପତ୍ରର ଗାରେ ଭାସିଯିବ
ସବୁ ଦୁଃଖ, ଶୋକ, ଗ୍ଳାନି, ଲଜ୍ଜ୍ୟାର ଲତାଣୁ
ବ୍ୟଭିଚାର ଓ ଅବିଚାରର ଶବ୍ଦାୟିତ ଅରଣ୍ୟ ।Romance
Loading…