by MAMATA RANI SATAPATHY ✓ · 2 Jun 2021
ମୋ ନିଜ ଘର ଠିକଣା ନିଜେ ମୁଁ ଜାଣେନା , ବାପଘରେ କୁହନ୍ତି ତୁ ପରଧନ , ଆଉ ଶାଶୁଘରେ ମୁଁ ତ ପରଝିଅ , ସତରେ , ମୋର ପରିଚୟ କ'ଣ ...??? ସମାଜରେ ମୋର ତ ଅନେକ ପରିଚୟ.., ଦୁହିତା,କନ୍ୟାରତ୍ନ,ଗୃହଲକ୍ଷ୍ମୀ ଏପରିକି ସବଂସହା ଧରିତ୍ରୀ ....,
Loading comments…
Loading comments…