Action · Top ranked
ଓଡ଼ିଆ · poems
- ଘେନ ଆମ ଅଭିନନ୍ଦନବି. ନିରୁପମା · 1 min read · 1.1K readsଆମେ କୁନି କୁନି ଶିଶୁ ଏ ମାଟିର ,
ବଡ଼ ହୋଇ ଟେକ ରଖିବୁ ଜାତିର ।Action
- ଭ୍ରମଣ କରି ଦେଖିବେ ପ୍ରଭୁ ସର୍ବତ୍ରବି. ନିରୁପମା · 1 min read · 888 readsପଣତର ଆଢୁଆଳେ ରଖିବେ ଢାଙ୍କି,
ବିପଦୁ ତରିବେ ଭକ୍ତ ମାଆଙ୍କୁ ଡାକି ।Action
- DeletedBINAYA BHUSAN MOHAPATRA · 2 min read · 14.4K readsNoAction
- ରଖିବୁ ନାଆଁଟି ମୋରବି. ନିରୁପମା · 1 min read · 445 readsତୋତେ ନେଇ କେତେ ସପନ ଦେଖୁଛି
ହେବୁ ଦୁନିଆରେ ଜଣେ ,
ଆନ ଲୋକଙ୍କର ଆଦରଶ ସାଜିAction
- ଲାଗନ୍ତା ବହୁତ ମଜାବି. ନିରୁପମା · 1 min read · 18.4K readsଚନ୍ଦନଠୁଁ ବଳି ଧୂଳି-ମାଟି ତା'ର
ବୋଳୁଥିଲି ପିଲାବେଳେ ,
ଭାରି ଇଚ୍ଛାହୁଏ,ଏଇ-ଲାଗେ ଥରେ
ଗଡ଼ି ଯାଆନ୍ତି ତା' କୋଳେ ।
କୁନି ପିଲାଟିଏ ହୋଇଯାଆନ୍ତି କିAction
- ପ୍ରସ୍ତୁତ କୋଟିଏ ବୀରବି. ନିରୁପମା · 1 min read · 482 readsମାଟି ମାଆର ସେ ମାନ ରଖିବାକୁ
ଛାତି ଦେଇପାରେ ପାତି ,
ମହାବୀର,'ଅରି' ଦମନ କରିକି
କୋଟି ହୃଦ ନିଏ ଜିତି ।Action
- ଭକତକୁ ଧରି ରଖେବି. ନିରୁପମା · 1 min read · 685 readsଭକତି ଭାବରେ ଡାକଦେଲେ ତାକୁ
ରହିଥାଏ ପାଖେ ପାଖେ ,
ସର୍ଵ ସଙ୍କଟରୁ ପଣତ ଉହାଡ଼େ
ଭକତକୁ ଧରି ରଖେ ।।Action
- ଆରେ ରଙ୍କୁଣୀଧନବି. ନିରୁପମା · 1 min read · 403 readsଶୋଇପଡ଼ ଧନ ଆରାମେ
ଜଗି ବସୁଛି ତୋତେ ,
ଉଠିଲେ ଖାଇବୁ ଦେବିରେ
ସର,ଲବଣୀ କେତେ ।।Action
- ଆଣେ ସୁଖ ପସରାବି. ନିରୁପମା · 1 min read · 22.7K readsକ୍ଷେତମାଳେ ଧାନପାଚି
କେରିକେରି ଝୁଲୁଛି ,
ଚାଷୀଭାଇ ମନଟା ତ
ଆନନ୍ଦରେ ଫୁଲୁଚି ।
ଗଜଲକ୍ଷ୍ମୀ ପୂଜା ଆଉ
ଦୀପାବଳି ପରବ ,
ବଡ଼ଓଷା ,ମାଣବସାAction
- ଅବସାଦ ଯାଉ ମୋରବି. ନିରୁପମା · 1 min read · 13.7K readsଥରୁଟିଏ ଯଦି ତୁମକୁ ପାଆନ୍ତି ,
ମୁନିଜନ ଲୋଭା-ଶୋଭାକୁ ଚାହାଁନ୍ତି ;
ମନକଥା ସବୁ ଖୋଲି ମୁଁ କହନ୍ତି
ଭୁଲନ୍ତି ଯାତନା ଘୋର ।(୨)
ହାତ ପାଆନ୍ତାରେ ଧରାଦAction
- ଖୁସିରେ ଚଳିବେ ପିଲାବି. ନିରୁପମା · 1 min read · 432 readsଆର ସପ୍ତାହକୁ ଅଧିକ ବୁଣିବା
ପାଛିଆ,ଟୋକେଇ-ଡାଲା ,
ବଳକା ପଇସା କିଛିଟା ସଞ୍ଚିବା
ଖୁସିରେ ଚଳିବେ ପିଲା ।।Action
- ମୋ ଆଈWriter Roja Panda · 2 min read · 27.9K readsସର୍ବାଙ୍ଗ ସୁନ୍ଦରୀ ମତେ ଡାକନ୍ତି
ଯାହା ମୁଁ ପିନ୍ଧିଲେ ଖୁସି ହୁଅନ୍ତି ।।Action
- ବେଦନା ଯା' କର ଊଣାବି. ନିରୁପମା · 1 min read · 609 readsତୁମ ଆଶ୍ୱାସନା, ସମବେଦନା ଓ
ପରଶରେ ଯେଉଁ ଶକ୍ତି ,
ପାଇବା ଲୋକ ତା' ଅନୁଭବି ଅଛି
ଆହେ କରୁଣାର ମୂର୍ତ୍ତି ।Action
- ଭସ୍ମ ହେବ କୋପାନଳେବି. ନିରୁପମା · 1 min read · 989 readsକିଏ ସେ ପାଷଣ୍ଡ ଦେଲା ତାଙ୍କୁ ଦଣ୍ଡ
ଝିଙ୍ଗାସି କହିଲା ବାଣୀ ,
ମୋର ଅପମାନ ନିନ୍ଦା କଥାମାନ
ଶୁଣି ହୃଦ ହେଲା ହାଣି ।Action
- ଫୁଲ ରାଇଜର 'ପରୀ'ବି. ନିରୁପମା · 1 min read · 524 readsଭାରି ମନଲୋଭା ରୂପ,ବାସ ଯେଣୁ
ଗାଆଁଠୁ ସହର ସବୁଠେଇଁ ,
ଅପରୂପା ଏଇ ମଲ୍ଲୀଫୁଲଟିର
କୁହ କେ ଆଦର କରେ ନାହିଁ !Action
- କଥାଟିଏ କହୁଁ କଥାଟିଏବି. ନିରୁପମା · 1 min read · 15K readsତାଙ୍କ ଯଶ-କୀର୍ତ୍ତୀ ଗଲା ରହି,
ଗାଉଅଛି ଯାହା ସାରା ମହୀ-
ମାନବ ଭିତରେ ମହାମାନବ ସେ,
'ବିଜୁବାବୁ' ଆମ ଦେଲି କହି ।Action
- ଏ ଚଗଲା ବୁଦ୍ଧି କମାବି. ନିରୁପମା · 1 min read · 9.9K readsଝପଟି ଆ' ତାକୁ ଆକଟ କରିବୁ ,
ପଛରେ ନ ହେଲେ ମୋ ଦୋଷ ଧରିବୁ ।Action
- ଆସ ସଅଳବି. ନିରୁପମା · 1 min read · 14.1K readsଛପନ ଭୋଗ ସୁଆଦ ,
ମଧୁର ଗୀତଗୋବିନ୍ଦ !
ଭୁଲିଗଲ କି ଯା' ଲାଗି ,
ହୁଅ ବିହ୍ଵଳ ।(୨)
ଆସ ସଅଳ....
ଆସ ଜଗନ୍ନାଥ, ଆସ ସଅଳ.Action
- ଦିବ୍ୟାନନ୍ଦେ ମାତି ଯାଅବି. ନିରୁପମା · 1 min read · 13.9K readsସେତୁବନ୍ଧ ବାନ୍ଧି,ଶ୍ରୀ ପୁରୁଷୋତ୍ତମ
ନାଶିଲେ ଦଇତ କୁଳ ,
ଉଦ୍ଧରିଲେ ତହୁଁ ମହାସତୀଙ୍କୁ ସେ
କରି,କପି-ସେନା ଠୁଳ ।Action
- ଅରଜିବ କେଉଁ ଯଶବି. ନିରୁପମା · 1 min read · 9.4K readsଆଖିଲୁହ ନିତି ଆଖିରେ ମାରି ଯେ
ଓଠରୁ ଝରାଏ ହସ ,
ତାକୁ ଆଉ କେତେ ଦୁଃଖ ଦେଇ ତୁମେ
ଅରଜିବ କେଉଁ ଯଶ !!Action
Loading…