Children · Top ranked
ଓଡ଼ିଆ · poems
- ସନ୍ତାନର ଉକ୍ତିRatnakar Sahu · 1 min read · 2.7K readsଭୁବନେଶ୍ବରରେ ପଦଚିହ୍ନ ପରେ
ଲେଖା ଅଛି ରାଜରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
ହିନ୍ଦୁ ଜାତି ମଥା-ମଣିChildren
- Content deletedBINAYA BHUSAN MOHAPATRA · 1 min read · 13.8K readsContent deletedChildren
- ବାଳୁତ ବୀରElina Priyadarshini Bhol · 1 min read · 554 readsକିଏ ସେ ଭରିଲା ଏମିତି ସାହସ
ଛୋଟ ହୃଦୟରେ ତାର,
ମାଆ କୋଳ ଛାଡି ନଉକା ସଜାଡେ
ନଈ କୂଳେ କରି ଘରChildren
- ଆଉ-ହେବନି କଷ୍ଟବି. ନିରୁପମା · 1 min read · 629 readsଘୁମୁ ଘୁମୁ ଗୀତ ବୋଲିଲେ
ଆମେ-ଶୁଣିବୁ ମିଶି,
କୁନିଛୁଆ ଖଣ୍ଡିଉଡ଼ାଟି
ଦେଖି-ହୋଇବୁ ଖୁସି।Children
- କେମିତି ସହିଛ ମାଆ ତୁମେ ?Dharitri Mallick · 3 min read · 640 readsକେତେ ଥର ତୁମେ ଦେଇଛ ଜୀବନ ଦାନ ?
ଏ ଜୀବନ କାଳେ ନ ଭୁଲିବି କେବେ ।
ମାଆ ତୁମେ ଥିଲ ବୋଲି
ବଞ୍ଚିଛି ମୁଁ ଆଜି ।।Children
- ସଅଳ ସଅଳ ଚାଲବି. ନିରୁପମା · 1 min read · 959 readsଗରାଖମାନଙ୍କୁ ମନାଇ ପାରିଲେ
କିଣି ନେବେ ଫଳ-ମୂଳ,
ପଇସା ଗଣ୍ଡାକ ହାତକୁ ଆସିଲେ
ପାଇବି ଶ୍ରମର ଫଳChildren
- କୁଆଡେ ହଜିଗଲKulamani Sarangi · 1 min read · 23.4K readsମାଛରଙ୍କା ଜାମୁଡାଳରେ ବସି ପାଣିକି ଚାହିଁ,
ଡୁବ ମାରୁଥାଏ ଦଣ୍ଡେଇ ମୀନ ଗିଳିବାପାଇଁ।Children
- ଧରନା କଙ୍କିବି. ନିରୁପମା · 1 min read · 1.3K readsପତଙ୍ଗ ସେମାନେ ନୁହେଁ ବଇରୀ ,
ତୁମ ଖୁସି ଲାଗି ନିଅନା ଧରି ।Children
- ଆନନ୍ଦ ଆମେ ପାଉବି. ନିରୁପମା · 1 min read · 501 readsକାହାକୁ ଲାଗେ କୁତୁକୁତିଆ
କାହାର ଥରେ ଦେହ,
ସବୁରି ପାଇଁ ଅଜାଡ଼ି ଚାଲେ
ମାଉସୀ ତା'ର ସ୍ନେହ ।Children
- ଜମେଇ ଦେବାଟି ଖେଳବି. ନିରୁପମା · 1 min read · 501 readsଗାଧୋଇବା ଆମେ ଏକାଠି ମିଶି...
କରିବାନି କଳିଗୋଳ ;
ସଜାଗ ରହିକି ଏଇ ପୋଖରୀରେ
ଜମେଇ ଦେବାଟି ଖେଳ ।।Children
- ହେ ଆମର ଭବିଷ୍ୟତ ମାନେAmbika Swain · 1 min read · 26.8K readsପିଲାମାନେ ତୁମେ ଭଲ ପାଠ ପଢି
ସୁନାମ ଯେବେ ଅର୍ଜିବ
ଆଗାମୀ ପିଢ଼ିର ଭବିଷ୍ୟତ ବନି
ଦେଶର ଟେକ ରଖିବChildren
- ଜାଣିକି ପାଲଟୁ ଓଲୁବି. ନିରୁପମା · 1 min read · 734 readsମିଶିକି ଖେଳିଲେ ଲାଗେ ସିନା ମଜା,
କଳି ଗୋଳ କଲେ ହୋଇବାକି ରାଜା ।Children
- କଣ୍ଢେଇକୁ ଭାରି ଜରବି. ନିରୁପମା · 1 min read · 498 readsବାପା,ବୋଉ ସାଥେ ସୁବିଧାରେ ବୁଲି
ଖୁସିରେ ଫେରିଲୁ ଘର ,
ଆଜି ଏଇଲାଗେ ଦେଖିଲା ବେଳକୁ
କଣ୍ଢେଇକୁ ଭାରି ଜର ।Children
- ଆସ ଏହି ବିଦ୍ୟାପୀଠେବି. ନିରୁପମା · 1 min read · 402 readsଏ ଶିକ୍ଷା ମନ୍ଦିର ଅତୀବ ସୁନ୍ଦର
ଶୃଙ୍ଖଳିତ-ନିରାପଦ ,
ଶିକ୍ଷାଦାନ ଆଉ ଶିକ୍ଷା ଗ୍ରହଣରେ
ମିଳଇ ପରା ଆନନ୍ଦ ।Children
- ଶେଷ ବାଜିରେ ବାଜିଆBISWESWAR MAJHI · 1 min read · 27.3K readsବାଜିଆ ବସିଛି ବଧିର ପରି
ପଣ କରିଛି ନ କରିବ ପାରି ।Children
- ମୋ ଗାଆଁ ମନ୍ଦିରPrakash Kumar Chand · 1 min read · 28.6K readsବେଢାକୁ ଲାଗି ବର ଗଛଟେ
ହୋଇଛି ପରା ଠିଆ
ଦେଖିଛି କେତେ ପୁରୁଣା ଦିନ
କହେ ତ ବୁଢୀ ମାଆChildren
- କହିବି କଥାଟିଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 14.2K readsଆଖି ଦୋ’ ଟି ତୋର ଆନନ୍ଦ ଉଜ୍ଵଳ
ଚଞ୍ଚଳତା ପ୍ରତି ଅଙ୍ଗେ,
ଲବଣି ପିତୁଳା ସ୍ନେହ ସୁଧାବୋଳା
ଖେଳୁ ଖେଳ ନାନା ରଙ୍ଗେChildren
- ଏକଲା ଝିଅ ମୋରSnigdha Panda · 1 min read · 786 readsଯେଉଁ ମୁହୂର୍ତ୍ତରୁ ଭୂମି ସ୍ପର୍ଶ କଲୁ
ସେ ବେଳରୁ ବୁହା ହୋଇଛୁ ନିତି
ମରଣ କାନ୍ଧରେChildren
- ସେହି ମୋ ପ୍ରିୟ ଜନମ ଭୂଇଁDambarudhar Bag · 2 min read · 27.8K readsଯେଉଁ ଦେଶର ସେ ପୁଣ୍ୟ ବୁକୁରେ ଜନ୍ମିଥିଲେ ମହାଋଷି । ଅହଲ୍ୟା ସାବିତ୍ରୀ ସୀତା ଦ୍ରୌପଦୀ ଜନ୍ମ ଲଭିଥିଲେ ଆସି ।Children
- ପଲ୍ଲୀଗୀତ...୬Kulamani Sarangi · 1 min read · 28.2K readsଝିପି ଝିପି ଝରିପଡେ ଶିରାବଣ,କାଇଁ ଲୋ ସାଧବ ବୋହୂ?
ପାଉଁଜି ପଟକ ହଜିଲା ବିଲରେ ଧାନ ପଣେ ରୋଉ ରୋଉ...Children
Loading…