Drama · Top ranked
ଓଡ଼ିଆ · poems
- ଚାହିଁଦେଖ ତୁମେ ଅଛବି. ନିରୁପମା · 1 min read · 822 readsତୁମ ମାନ ମୁହିଁ ନାଶିବା ପାଇଁକି
ଧରିଅଛି କେତେ ବେଶ ,
କେଳା, ନାପିତୁଣୀ, କାଚରା, ମାଲୁଣି
କହିଲେ ହେବନି ଶେଷ ।Drama
- ଯୁଗ୍ମ କବିତାବି. ନିରୁପମା · 1 min read · 942 readsବିନା କ୍ଳେଶରେ ମୁଁ କରିପାରିବି ଗୋ
ପୂର୍ବଭଳି ନିଜ କାର୍ଯ୍ୟ ,
ତୁମରି ମଧ୍ୟରୁ ଯେ ଦେଉଛ ଦିଅ
ସଅଳ ଯେ ପଦରଜ ।Drama
- କେଉଁଠି ଜୀବନRavi Narayan · 1 min read · 783 readsବୀରହର ତାତି ମଧ୍ୟ ସହେ
ପ୍ରେମର ଗୀତି ମଧ୍ୟ ଗାଏ,
ଅତୀତକୁ କେବେ ଝୁରେନା...Drama
- ଇଞିନିୟରିଂ ପଢିବା ଓ ବାବାଜୀ ହେବାDr Kulangar · 1 min read · 27.2K readsଇଞ୍ଜିନିୟରିଂ କଲେଜ୍ ସବୁର ବ୍ୟବସାୟ ଓ ମିଥ୍ୟା ନିଯୁକ୍ତି ଉପରେ ଏକ ବ୍ୟଙ୍ଗ ଧର୍ମୀ କବିତାDrama
- ଦୁଇଟା ପଇଡ଼ ନେବିବି. ନିରୁପମା · 1 min read · 597 readsସତ କଥା ଇଏ ମୋର ତେଲ ଲୁଣ
ସଂସାର ଚଳଣି ଯାହା ,
ଆଜି ଉପକାର କରିଥିଲେ-କାଲି
ତୁମକୁ ଯେ ହେବ ସାହା ।।Drama
- ଦୋଳିBiswanath Nayak · 1 min read · 559 readsଉପରୁ ତଳକୁ
ତଳରୁ ଉପର
ଖେଳନ୍ତି ତା ସାଥେ ଦୋଳି,
ଜୀବନଟା ପରା...Drama
- ଆସୁଛନ୍ତି ମାଆ ମରତକୁବି. ନିରୁପମା · 1 min read · 14.9K readsଶକ୍ତିମୟୀ ଯେବେ କରୁଣା କରିବେ
ଦୁଃଖ,ଶୋକ ସବୁ ଯିବ ଚାଲି ,
ସାରା ଜଗତରେ ଶାନ୍ତି ବିରାଜିବ
ସୁଖ,ସଉଭାଗ୍ୟ ଥିବ ଖାଲି ।Drama
- ତିଳୋତ୍ତମାकार्त्तिक सेठी · 3 min read · 507 readsଉପାୟହୀନ ହୋଇ ତାକୁ ଦ୍ଵିତୀୟ ପତି ଭାବି ରାକେଶ ପାଖରେରହିଲି ଯେ ସେ ଆଉ କୋଉ ସୁନ୍ଦରୀକୁ ପାଇ ଵର୍ଷେ ପରେ ମୁମ୍ବାଇକୁ ଚାଲିଗଲା ।Drama
- ଭାଙ୍ଗ ଗହଳବି. ନିରୁପମା · 1 min read · 4K readsମାଉସୀ ମା' ବାଟେ ଭେଟି-
ପୋଡ଼ପିଠା ଦେବେ ସେଠି,
ଖାଇବ ଆନନ୍ଦେ ଅତି
ଚଳ ଚଞ୍ଚଳ।Drama
- କି ଗୁଣ ଆ'ପାଶେ ଦିଶିଲାବି. ନିରୁପମା · 1 min read · 14.8K readsକେଡ଼େ ଛନ୍ଦ ଇଏ ଜାଣିଛି ଲୋ ସହି ,
କହିଲେ ତା' ଗୁଣ ରାତି ଯିବ ପାହି ।Drama
- ଏତେ କଥା ତା'ର ମନେଥିଲାବି. ନିରୁପମା · 1 min read · 13.5K readsବକଟେ ପିଲା ସେ ଏ କି କଲା -
ଏତେକଥା ତା'ର ମନେ ଥିଲା ,
ସାଥୀମେଳେ ସେ ତ ଲୁଚି-ଛପି ଆସି
ମୋ-ଲହୁଣୀ ମାଠିଆ ଭାଙ୍ଗିଦେଲା ।
ବକଟେ ପିଲା ...Drama
- ଦିଶୁଅଛି ଜଳଜଳବି. ନିରୁପମା · 1 min read · 2.8K readsସେ ମୋହନ ବିନା ସାରା ଗୋପପୁର
ହୋଇଯିବ ହତଶିରି ,
ଯମୁନାର କୂଳ, ଏ କଦମ୍ବ ମୂଳ
ବୃନ୍ଦାବନ ହେବ ଝୁରି-
ସବୁ,ଦିଶୁଅଛି ଜଳଜଳ....
ତାଙ୍କ ବିନା କାନ୍ଦିବେDrama
- ସତରେ ଆସନ୍ତ ତୁମେବି. ନିରୁପମା · 1 min read · 5.5K readsସେତେବେଳେ କେଉଁ ବଇରୀ ଆସିକି
ସହସା ହୋଇଲା ଠିଆ,
ଆନନ୍ଦ ସାଗରୁ ଓଟାରି ଆଣିଲା
ଭିଡିକରି ମୋର ହିଆ ।Drama
- ଅମଳିନ ହେବ ଯଶବି. ନିରୁପମା · 1 min read · 654 readsସବୁରି ଅଧରେ ହସ ଫୁଟିଉଠୁ
ଅନ୍ନ ଚିନ୍ତା ହେଉ ଶେଷ ,
ମାଆହୋଇ ଜନେ-ସାହା ହୋଇଲେ ଗୋ
ଅମଳିନ ହେବ ଯଶ ।।Drama
- ଜୀବନ ରଫଖାତାରୁTrupti Paikaray · 1 min read · 26K reads"ଜୀବନ ରଫଖାତାରୁ କିଛି ହିସାବକିତାବ"
Drama
- ଉଦ୍ଧରିଲା ସବୁ ସାଥୀବି. ନିରୁପମା · 1 min read · 5.1K readsଦଇତଟା ସାଥେ ଲଢେଇ କରିକି
ଉଦ୍ଧରିଲା ସବୁ ସାଥୀ ,
ଆମ କହ୍ନେଇର ଜୟ ଗୀତିରେ ଲୋ,
ଉଠିଲେଣି ସବୁ ମାତି ।Drama
- ତୁମ ଆଗେ ଯାଇ କହେବି. ନିରୁପମା · 1 min read · 5.3K readsକେ କାନ୍ଦି ଗଡ଼ିଲା, କା' ହଂସା ଉଡ଼ିଲା
ତୁମର ଯାଉଛି କିସ ,
ଷାଠିଏ ପଉଟି ଖାଇଦେଇ ନିତି
ହେଉଛ ତ ନାନା ବେଶ ।Drama
- କୁଳାଙ୍ଗର ଉପାଖ୍ୟାନBidyadhar Panda · 6 min read · 27.9K readsବୋହୁଟା ମୋହର ଟିକେ ଅମାନିଆ ପୁଅ ମୋହର ନିର୍ଦ୍ଦୋଷ ।
ସବୁ ମାଆଙ୍କର ମାତ୍ରାଧିକ୍ର ମୋହ ଦିଶେ ନାହିଁ ଦୋଷାଦୋଷDrama
ସନ୍ୟାସ ନେଇଯିବି
ସନ୍ୟାସ ନେଇଯିବି Prasanna Kumar Madala · 1 min read · 25.5K readsଚାଲିଲି ମୁଁ ଆଚରି ସନ୍ୟାସ ଧରମDrama- ଜୀବନର ଚାରି ଦିଗTrupti Paikaray · 1 min read · 26.7K reads“ଜୀବନର ଚାରି ଦିଗ”Drama
Loading…