Romance · Top ranked
ଓଡ଼ିଆ · poems
- ପୂର୍ଣ୍ଣତା- ଅପୂର୍ଣ୍ଣତାChittaranjan Sahoo · 1 min read · 860 readsଏ ଦେହର ଦୀର୍ଣ୍ଣ ମରୁଭୂମିକୁ
ପ୍ରଥମ ଥର କେହି ସିକ୍ତ କରିଥିଲା।
ଅବତୀର୍ଣ୍ଣ ହେଲେ ଅନେକ ଭାବନା।
ଉତ୍ପତି ହେଲା ଅଜସ୍ର ଆନନ୍ଦ।Romance
- ପ୍ରେମBINAYA BHUSAN MOHAPATRA · 1 min read · 15.4K readsHhgjFygfhfygRomance
- ବୟାନSagar Pradhan · 1 min read · 1.1K readsଆଶା କରେ ଉତ୍ତର କୁ ମୋ ଚାତକ ନୟନ,
ଯେଉଁ ପ୍ରଶ୍ନ ତୁମ ଠାରେ କେବେ କରିନି ବୟାନ IIRomance
- ଅତୀତର ସୃତିଟିଏ ଓ ସାଥିଟିଏSandhya Rani Panigrahy · 1 min read · 884 readsହସର ଅତୀତ ବର୍ତ୍ତମାନର ଲହରୀ ଖୁସିର
କେତେ ଆଉ ପଖାଳିବି କୁହ ପଥ ନୟନର
ମନ୍ଥନରୁ ଏ ଭୂଲିଯିବା ସନ୍ଧ୍ୟା ସମୟ ଲୁହର
ତୁମେ ଆଉ ଫେରନା ନେଇ ବେଦନା ଭାରRomance
- ଚନ୍ଦ୍ରକାନ୍ତାDilip Kumar Tripathy · 1 min read · 782 readsଆଉ କାହା ପାଇଁ ନୀଳକନ୍ୟା
କାହା ପାଇଁ ବୀରାଙ୍ଗନା ,କାହା ପାଇଁ ସତୀ
କାହାର ମାତା ତ କାହାର ବନିତା
କିନ୍ତୁ,ମୁଁ କହେ ‘ଚନ୍ଦ୍ରକାନ୍ତା’ ।Romance
- ମନେ ପଡDambarudhar Bag · 1 min read · 410 readsଖୋଜୁଛି ଅନ୍ତରେ ସ୍ମୃତି କୁ ମୋହର
ଭିଜୁଛି ନୟନ ନୀରେ ।
ମନକୁ ଆନନ୍ଦ କରିବାରେ ବ୍ୟସ୍ତ
ଦିଅ ହେଲେ ଦେଖା ଥରେ ।Romance
- ମୋ ପ୍ରିୟାKumar Sivaprasad · 1 min read · 1K readsମୟୂର ଖୋଜଈ ମେଘ ମାଳ ଘୋର
ପ୍ରେମ ଖୋଜେ ସାଥି ଟିଏ
ମୋ ବଗିଚାର ଫୁଲ ଖୋଜେ ଖାଲି
ତୁମ ଓଠର ଚୁମ୍ବନ ଟିଏ !!Romance
ବିଡ଼ମ୍ବନା
ବିଡ଼ମ୍ବନାPramod Pradhan · 1 min read · 40.3K readsପ୍ରେମରେ ପ୍ରବଞ୍ଚନା,
ନିମିଷେ କରେ କେତେ ଆନମନା,
ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ
ବିଡ଼ମ୍ବନା ଆଉ ବିଡ଼ମ୍ବନା !Romance- ଫଗୁଣ ଓ ପ୍ରେମMinakshi Samal · 1 min read · 1.7K readsବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ
ପ୍ରିୟର ଦୂରତ୍ବ ତାକୁ ଜାଳେ
ନିଜ ପତି ପାଇଁ ଶୁଭ ମନାସିକି
ବୃନ୍ଦାବତୀ ପାଖେ ଦୀପ ଜାଳେ।Romance
- ଆଲୋ ସୁନାଗୋରୀAnam Charan Sahoo · 1 min read · 27.2K readsଆଖିରେ ଇଶାରା କରୁ ତୁହି ପରା
ଓଠ କହେ ତୋର କଥା
ଚାଲିରେ ତୋହର ଫୁୁୁଟଇ କମଳ
ମନ ହଜେ ଶୁଣିି ଗାଥାRomance
- ମନେ ପଡେ ତୁମ କଥାSadananda Sahoo · 1 min read · 484 readsମରିବା ଆଗରୁ ଦେଖନ୍ତି ମୁଁ' ଥରେ
ତୁମରି ଚନ୍ଦ୍ରମା ରୂପ ;
ଏଇ ଅବୋଶୋଷ କରମୋର ଶେଷ
ଦେଇପ୍ରିୟା ଅଭିଶାପ !!Romance
- ମୋ ପାଇଁ ତୁAshok Kumar Pradhan · 1 min read · 640 readsଜୀବନେ ଭରିଛ ସାତରଙ୍ଗ,
ଅଧିକ ରଙ୍ଗୀନ୍ ହୋଇ ଉଠିଛି ,
ତୁମ ସ୍ନେହ ଶ୍ରଦ୍ଧା ପ୍ରେମ ପାଇ
ମୋ ଜୀବନ ମୋଡ...Romance
- ଫଗୁଣ ଫେରିଗଲାBinay Mohapatra · 1 min read · 196 readsଅନିଶ୍ଚିତ ଆଗନ୍ତୁକ ପାଇଁ
ଫଗୁଣ ଗଲା, ବସନ୍ତ ବି ଫେରିଗଲା
କିଏ ଜାଣେ, ଆର ସନକୁ ଏ ହୃଦୟ
ଏଇମିତି ଥିବ ଅବା ନାଇଁ ?Romance
- ଆସିଛି ବାହାନା କରିବି. ନିରୁପମା · 1 min read · 627 readsଯମୁନାରୁ ନୀର ଆଣିବା ଆଳରେ
ଆସିଲି କଳସୀ ନେଇ ,
କେମିତି ଅବା ମୁଁ ରହିଥା'ନ୍ତି ସେଠି
ତୁମ ପାଶେ ମନ ଦେଇ ।Romance
- ପ୍ରୀତି ମନ୍ଥନPallabini Acharya · 1 min read · 27.4K readsସ୍ମୃତିର ମନ୍ଦର ପର୍ବତେ
ଅମୃତ ନିର୍ଯ୍ୟାସର ଆଶା ନେଇ
ପିଇ ଚାଲିଛି ବିଷ ତକ
ନୀଳକଣ୍ଠ ନିଜକୁ ସଜେଇ ।Romance
- ତୁମେ ଥରେ ବୁଝନ୍ତନି ? (କବିତା)Sagarika Mohanty · 1 min read · 28K readsମୋତେ ଭଲ ଲାଗେ ତୁମର ସବୁକିଛି ,
ତୁମ ବାପା ବୋଉ , ଭଗ୍ନୀ ଭ୍ରାତା , ବନ୍ଧୁ ପରିଜନ , ଆଉ ସେ ଦାନ୍ତ ନିକୁଟୁ ଥିବା ପୋଷା କୁକୁର ଟା ବି ।Romance
- ପ୍ରେମManoj kumar Maharana · 1 min read · 560 readsପ୍ରେମ....
ପ୍ରେରକ ମର୍ମ ।
ପ୍ରେମ.....
ପ୍ରେଷ୍ଠ ମଧୁରRomance
- ବହିବନି ଜମା ରୋଷବି. ନିରୁପମା · 1 min read · 806 readsବାଟରେ ଘାଟରେ ଗାଧୁଆ ତୁଠରେ
କହିବେ ମରମ ବାଣୀ ,
ତୁମ ମୋ ଭିତରେ ଯେଉଁ ଭାବ ଅଛି
ଆନ ଲୋକ ଯିବେ ଜାଣି ।Romance
- ମାନସୀ ଚନ୍ଦ୍ରମାAnup kumar Dalabehera · 1 min read · 922 readsଅପେକ୍ଷାରତ ମୁଁ ବାଟୋଇଟେ ଆଜି
ଶୂନ୍ୟ ଆକାଶକୁ ଚାହିଁ ରହିଛି
ତୁମରି ସପନେ ଭିଜାଇ ନିଜକୁ
ପ୍ରେମ ସଙ୍ଗୀତର ରାଗ ଗାଉଛି।Romance
- ପ୍ରେମAnam Charan Sahoo · 1 min read · 269 readsସାଗରୁ ଗଭୀର ଆକାଶୁ ବିଶାଳ
କଳନା ନ ହୁଏ କରି
ତଥାପି କାହିଁକି ଅମାନିଆ ମନ
ବୁଝିବି ଅବୁଝା ପରି।Romance
Loading…