by Anasuya Panda ✓ · 21 Jun 2019
'କ୍ରିକେଟ' ଆଉ ଖେଳ ନୁହେଁ, ଆମକୁ, ଆମ ଦେଶକୁ ଖେଳାଉଛି l ଦୁଇଶହ ପଚାଶ ବର୍ଷର ଦାସତ୍ୱ ପରେ ମଧ୍ୟ, ଏଵେ ଆମ 'ଦେଶ', 'କ୍ରିକେଟ' ର 'ସମର୍ଥକ' ନୁହେଁ, ଦାସ ହୋଇଯାଇଛି l
Loading comments…
Loading comments…