StoryMirror - Read, Write, Share & Repeat- କାହିଁଗଲା ମୋ ଶୈଶବ ?Subal Mohapatra · 1 min read · 7.3K readsପଖାଳ ସାଙ୍ଗେ ବଡ଼ି ଚୁରା, ଚୁନା ମାଛ ଆଉ କୋଶଳା ଶାଗ,
କାହିଁ ଗଲା ମୋ ଶୈଶବ, କିଏ ମୋତେ ଖୋଜି ଆଣି ଦେବ ।Others
- ସଭିଙ୍କ ପ୍ରିୟ କ୍ରିକେଟAmulya Kumar Panda · 3 min read · 13.6K readsକ୍ରିକେଟ ଖେଳ...Abstract
- ବିଶ୍ୱକପChhabi rani Pati · 1 min read · 103 readsକିଏ ଖୁସିରେ ମନାଏ ଅଦିନେ ଦିୱାଲି
କାହାର ଫାଟଇ ମନ,
ଦେଶସାରା ଚାଲେ ଜୁଆ,ବାଜିମରା
ମାଫିଆ ଲୁଟନ୍ତି ଧନ ।।
କୁରୁକ୍ଷେତ୍ର ପରି ଭ୍ରମ ସୃଷ୍ଟି ହୁଏ
କୌରବ-ପାଣ୍ଡବ ସତେ,
ଉତୁରି ଉଠଇ ଦେଶପ୍ରେମ ଭକ୍ତି
ସତ ମତେ,ମିଛ ତତେ ।।
ଖେଳକୁ ନ'ନେଇ ଖେଳୁଆଡ଼ ଭାବେ
କରନ୍ତି ବୋତଲ ମାଡ଼,
ହିରୋ ହେଲେ ଜିରୋ ତାଳିହୁଏ ଗାଳି
ଦର୍ଶକ ହୁଅନ୍ତି ରଡ଼ ।।
କୌତୁହଳ ଭେଷେ ଦର୍ଶକ ଆସନ୍ତି
ଖେଳରେ ଯାଆନ୍ତି ମାତି,
କ୍ରିକେଟ ର ଜର ଭାଇରାଲ ଫିବର
ଚଉକା,ଛକାରେ ଭିଜି ।।Inspirational
- କ୍ରିକେଟ ନିଶାSatyaprakash Sethy, M. A(UGC NET) · 1 min read · 157 readsଦଶଟି ଦଳ ତ ଭାଗ ନେଉ ଅଛି
ହୋଇବ ବଢିଆ ମେଳ
ଦର୍ଶକ ସମଜେ ଆଗ୍ରହ ବଢୁଛି
ଦେଖିବେ ବାଗରେ ଖେଳ।।1
କୋହଲିଙ୍କ ଦଳ ଜିତିବରେ ନିଶ୍ଚେ
ଏଥରର କପ୍ ଜାଣ
ଧୋନୀ ବୁଦ୍ଧିଦାତା ପାଖରେ ଅଛନ୍ତି
ଧନୁରେ ଦେବେ ସେ ଗୁଣ।।Inspirational
- ଆରମ୍ଭିଲା ମହାଯୁଦ୍ଧBiren Kumar Behera · 1 min read · 146 readsଆମ ଖେଳାଳିଙ୍କୁ ଉତ୍ସାହିତ ପାଇଁ,
ଯାଇଛନ୍ତି ଭାରତୀୟ ।
କରତାଳି ସହ ତ୍ରିରଙ୍ଗା ଉଡେଇ,
କରିବାକୁ ଜୟ ଜୟ ।।Inspirational
- କ୍ରିକେଟ ଖେଳ ଆମ ଇଣ୍ଡିଆଵଳରାମ ତରାଈ · 1 min read · 323 readsଖେଳ ଦେଖିବାକୁ ସମସ୍ତେ ପାଗଳ
ଟିକଟ ମିଳେଲେ ହେଲା
ଖେଳାଳି ହେବାକୁ ସଭିଏଁ ଚାହାନ୍ତି
ଭାଗ୍ୟ ସାଥି ଦେଲେ ହେଲା ।Others
Loading…