କିଏ ଖୁସିରେ ମନାଏ ଅଦିନେ ଦିୱାଲି କାହାର ଫାଟଇ ମନ, ଦେଶସାରା ଚାଲେ ଜୁଆ,ବାଜିମରା ମାଫିଆ ଲୁଟନ୍ତି ଧନ ।। କୁରୁକ୍ଷେତ୍ର ପରି ଭ୍ରମ ସୃଷ୍ଟି ହୁଏ କୌରବ-ପାଣ୍ଡବ ସତେ, ଉତୁରି ଉଠଇ ଦେଶପ୍ରେମ ଭକ୍ତି ସତ ମତେ,ମିଛ ତତେ ।। ଖେଳକୁ ନ'ନେଇ ଖେଳୁଆଡ଼ ଭାବେ କରନ୍ତି ବୋତଲ ମାଡ଼, ହିରୋ ହେଲେ ଜିରୋ ତାଳିହୁଏ ଗାଳି ଦର୍ଶକ ହୁଅନ୍ତି ରଡ଼ ।। କୌତୁହଳ ଭେଷେ ଦର୍ଶକ ଆସନ୍ତି ଖେଳରେ ଯାଆନ୍ତି ମାତି, କ୍ରିକେଟ ର ଜର ଭାଇରାଲ ଫିବର ଚଉକା,ଛକାରେ ଭିଜି ।।
Loading comments…