by Satyaprakash Sethy, M. A(UGC NET) ✓ · 1 Jul 2019
ଦଶଟି ଦଳ ତ ଭାଗ ନେଉ ଅଛି ହୋଇବ ବଢିଆ ମେଳ ଦର୍ଶକ ସମଜେ ଆଗ୍ରହ ବଢୁଛି ଦେଖିବେ ବାଗରେ ଖେଳ।।1 କୋହଲିଙ୍କ ଦଳ ଜିତିବରେ ନିଶ୍ଚେ ଏଥରର କପ୍ ଜାଣ ଧୋନୀ ବୁଦ୍ଧିଦାତା ପାଖରେ ଅଛନ୍ତି ଧନୁରେ ଦେବେ ସେ ଗୁଣ।।
Loading comments…
Loading comments…