by Sujat Kumar Sahoo ✓ · 8 Jul 2019
ପାଦରେ ପାଉଁଜି ,ହସ୍ତେ କଙ୍କଣ କଟି ଦେଶେ ନାଇ କଟି ବାନ୍ଧଣ , ଚହଟିଆ ପୁଷ୍ପ ଅତର ମାରି , ଚାହିଁ ରହିଥିବ ପଥ ଆବୋରି ଆସିବି ମୁଁ କହି ଥିଲି ସଅଳ , ଆ ରେ ନାଉରି ଆ ଚଞ୍ଚଳ ।
Loading comments…
Loading comments…