Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବାପଘର
15 poems
ଆରେ ନାଉରି ଆ
Sujat Kumar Sahoo · 1 min read · 108 reads
ପାଦରେ ପାଉଁଜି ,ହସ୍ତେ କଙ୍କଣ କଟି ଦେଶେ ନାଇ କଟି ବାନ୍ଧଣ , ଚହଟିଆ ପୁଷ୍ପ ଅତର ମାରି , ଚାହିଁ ରହିଥିବ ପଥ ଆବୋରି ଆସିବି ମୁଁ କହି ଥିଲି ସଅଳ , ଆ ରେ ନାଉରି ଆ ଚଞ୍ଚଳ ।
Others
ପଲ୍ଲୀ ସୁନ୍ଦରୀ
Kulamani Sarangi · 1 min read · 2.6K reads
କଳାମଚମଚ ପୁଚୁକୀଗାଲୀର ନାକଚଣା ଝିଲିମିଲି, କଥାକହୁଥିଲେ ହଲୁଥାଏ ପେଣ୍ଡି ଫୁଲ କାନରେ ଦୋହଲି।
Others
ଶେଷ ନିଦ ଯିବି ଶୋଇ
Sudruma Panda · 1 min read · 184 reads
ଶେଷ ନିଦ ଯିବି ଶୋଇ
Romance
ମୋ ଜନ୍ମଭୂମି
Dipti lekha Mishra · 1 min read · 401 reads
ସାବଧାନ ହୋଇ ଶୁଣିରଖ ମୁଁ ବଂଚିଥିବା ଯାଏଁ ତୁମ ବାପ ମାଆ ହୂଅନ୍ତୁ ବା ମୋ ଜନ୍ମଦାତାଦାତ୍ରୀ ଦୁହେଁ ମୋ ପାଇଁ ସମାନ ॥
Tragedy
ଶପଥ
Anam Charan Sahoo · 1 min read · 99 reads
ଆଗୋ ମୋର ପ୍ରିୟ ହୋଇଣ ସଦୟ ଶପଥ କର ମୋ ପାଶେ ଦଶଗୋଟି ଦୋଷ କ୍ଷମିବ ଅବଶ୍ୟ ଅବଳା ମୁଖରେ ଭାଷେ
Others
ମୁଁ ତୁମର ରାଣୀ
Kali Kumar · 1 min read · 189 reads
ମେସେଜ୍ ରେ ଲେଖା ଥିଲା, " ମୁଁ ତୁମର ଋଣୀ" ତରବର ହେତୁ ମୁଁ ତାକୁ ପଢ଼ିଲି, " ମୁଁ ତୁମର ରାଣୀ" ଋଣୀକୁ ପଢ଼ିଲି ରାଣୀ ସେଇଠୁ ଆରମ୍ଭ ହୋଇଲା ଲଂକାକାଣ୍ଡର କାହାଣୀ ।।
Comedy
Loading…
Next page →