by Kali Kumar ✓ · 22 Nov 2020
ମେସେଜ୍ ରେ ଲେଖା ଥିଲା, " ମୁଁ ତୁମର ଋଣୀ" ତରବର ହେତୁ ମୁଁ ତାକୁ ପଢ଼ିଲି, " ମୁଁ ତୁମର ରାଣୀ" ଋଣୀକୁ ପଢ଼ିଲି ରାଣୀ ସେଇଠୁ ଆରମ୍ଭ ହୋଇଲା ଲଂକାକାଣ୍ଡର କାହାଣୀ ।।
Loading comments…
Loading comments…