by Kanduri Charan Rout ✓ · 25 Aug 2020
ତା'ର କଂସେଇ ପଣରେ ମାୟାବୀ ମେଘ ଖଣ୍ଡର ଚଞ୍ଚକତା । ମନର କୋକେଇରେ ବୋହି ଚାଲିଥାଏ ଅନ୍ୟର ସମୃଦ୍ଧିର ଶବ । ମଣିଷପଣିଆ ବନ୍ଧା ପଡିଯାଏ ସ୍ବାର୍ଥପରତାର ମୁଠା ଭିତରେ ।
Loading comments…
Comments
Loading comments…