English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସାନ୍ତ୍ଵନା
13 poems
ଦ୍ଵିତୀୟ ପ୍ରତିଶ୍ରୁତି
Biswanath Nayak · 1 min read · 370 reads
ପାଷାଣୀ ଅହଲ୍ୟା ପରି ଗୌତମର ଶାପ ଭୋଗିବାକୁ। ପ୍ରତିଶ୍ରୁତି ଭାଙ୍ଗିଦେଇ ତୁମପାଖେ ମୁଁ ଆଜି ଦୋଷୀ। ପ୍ରତିଶ୍ରୁତି ନୁହେଁ ଏକ ଅର୍ଥହୀନ ଶବ୍ଦ, ଦେବାପାଇଁ ବାହାବେଦୀ ପରେ।
Others
ତୁମେ ଗଲା ପରେ
Parameswar Ojha · 1 min read · 181 reads
କାଲି ପ୍ରତୀକ୍ଷାରେ ଥିଲି ତୁମର ଆଜିବି ରହିଛି ଚାହିଁ କି ହେଲେ ଫରକ୍ ଏତିକି କାଲି ଫେରି ଆସୁଥିଲ ମୋ ପାଇଁ ଆଜି ଆଉ ଫେରିବନି କେବେ ।
Romance
ଲୁହ
Pranati Mahapatra · 1 min read · 174 reads
ସବୁ ଅଭାବକୁ ପୂର୍ଣ୍ଣ କରେ ନିମିଷକେ ସେ ମୋର ଅତି ଆପଣାର ମୋ ନୟନରେ ଭରିଥାଏ ସେ ତ ଲୁହ !
Inspirational
ଆଶ୍ଚର୍ଯ୍ୟ ଲାଗେ
Kanduri Charan Rout · 1 min read · 6 reads
ତା'ର କଂସେଇ ପଣରେ ମାୟାବୀ ମେଘ ଖଣ୍ଡର ଚଞ୍ଚକତା । ମନର କୋକେଇରେ ବୋହି ଚାଲିଥାଏ ଅନ୍ୟର ସମୃଦ୍ଧିର ଶବ । ମଣିଷପଣିଆ ବନ୍ଧା ପଡିଯାଏ ସ୍ବାର୍ଥପରତାର ମୁଠା ଭିତରେ ।
Tragedy
ଅଲୋଡା ପ୍ରତିଶ୍ରୁତି
Gangotri Priyadarshini · 1 min read · 208 reads
ପ୍ରତିଶ୍ରୁତି କଣ ସାନ୍ତ୍ଵନା ଦେବ ଏଇ ଆମ ଅସମ୍ଭବ ପ୍ରେମ ପାଖେ ନିରବତା ଦେଖୁନ କେମିତି
Abstract
କବିତା ଲୁହ
କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera · 1 min read · 214 reads
ଲୁହକୁ ପଚାରି ବୁଝି ହୁଏ ଆଖିର ଅକୁହା କଥା, ମନ ଥରେ ମାନିଗଲେ
Tragedy
Loading…
Next page →