by Biswanath Nayak ✓ · 8 Jul 2019
ପାଷାଣୀ ଅହଲ୍ୟା ପରି ଗୌତମର ଶାପ ଭୋଗିବାକୁ। ପ୍ରତିଶ୍ରୁତି ଭାଙ୍ଗିଦେଇ ତୁମପାଖେ ମୁଁ ଆଜି ଦୋଷୀ। ପ୍ରତିଶ୍ରୁତି ନୁହେଁ ଏକ ଅର୍ଥହୀନ ଶବ୍ଦ, ଦେବାପାଇଁ ବାହାବେଦୀ ପରେ।
Loading comments…
Loading comments…