by Nibedita Mishra ✓ · 12 Jan 2022
ମୁଁ କିନ୍ତୁ ମନକୁ ବୁଝେଇ ନେଲି ଏଇଟା ବୋଧେ ତୋ ମୋ ଭିତରେ ଅଭିମାନ ବୋଲି କିଛି ଗୋଟେ ସମ୍ପର୍କର ଅୟମାରମ୍ଭ। ସମ୍ପର୍କର ଏଇ ନୂଆ ଚୁକ୍ତିନାମାରେ ମୁଁ ମୋ ଜୁଇ ଅଗ୍ନିକୁ ସାକ୍ଷୀ ରଖି ସ୍ୱାକ୍ଷର କରିଦେଲି।
Loading comments…
Comments
Loading comments…