by Goutam Mohanty ✓ · 6 Oct 2020
କହୁଥିଲ କେତେ ମନକଥା ଖୋଲି ଥିରିଥିରି କଣ୍ଠ ସ୍ୱରେ, ଗୋଡ଼ ଆଙ୍ଗୁଠିରେ ଗାର ଟାଣୁଥିଲ ଓଢଣୀ ଧରି ହାତରେ।। ଲାଜରେ ମୁହଁକୁ ପୋତି ରହୁଥିଲ କଣେଇ କଣେଇ ଚାହଁ, ବାହାନା କରିକି ଏଣୁ ତେଣୁ କଥା ମନଇଚ୍ଛା ଦିଅ କ
Loading comments…
Comments
Loading comments…