by Jayashree Maharana ✓ · 16 Jan 2021
ଭାବର ଝରଣା ଭଗ୍ନ କରୁଥାଏ ଦୁହିଁଙ୍କର ନିରବତା ବନ୍ଧନର ସ୍ପୃହା ବନ୍ଧବାଡ଼ ଡେଇଁ ଆଣୁଥାଏ ନିବିଡ଼ତା ଭିଜୁଥାଏ ରାତି କାକର ସ୍ପର୍ଶରେ ବଢୁଥାଏ ପ୍ରୀତି ନିଶା ଲେଖୁଥାଏ ଗୀତି ନିର୍ଜନ ବେଳାରେ ଅଭିସାର ପାଇଁ ଆଶା
Loading comments…
Comments
Loading comments…