by Prafulla Chandra Mishra ✓ · 23 May 2021
ତହୁଁ ଆସି ଦେଖେ ଏକଇ ପର୍ବତ ବିଜୟ ଚନ୍ଦ୍ର ଶେଖର ସେ ଶଇଳ ପାଦଦେଶ ନଦୀ ଶଙ୍ଖ କୋଇଲୀ ମିଶ୍ରଣ ସ୍ଥଳ ।। ବେଦବ୍ୟାସ ଗିରି ଗୁପତ କେନ୍ଦ୍ରରେ ସରସ୍ଵତୀ କୁଣ୍ଡ ସ୍ଥିତ ସରସ୍ଵତୀ ଧାର ନିର ମିଶି ତହୁଁ ବ୍ରାହ୍ମଣୀ ଯେ ପ୍ରବାହିତ ।।
Loading comments…
Comments
Loading comments…