English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଉତ୍କର୍ଷତା
5 poems
ଏଇ ସେହି ମହିୟସୀ
Prasanta Sahu · 1 min read · 9 reads
ଯହିଁ ଦିନେ ସଂଚାରିଲା ଭିତି ଅଦମିତ ସୂର୍ଯ୍ୟ ସାମ୍ରାଜ୍ୟର ହୃଦେ , ଚିରି ତା'ର ସ୍ବାଭିମାନ ପାଦରେ ମକଚ
Others
ଅମୃତମୟ ଉତ୍କଳ (୧୪)
Prafulla Chandra Mishra · 1 min read · 223 reads
ତହୁଁ ଆସି ଦେଖେ ଏକଇ ପର୍ବତ ବିଜୟ ଚନ୍ଦ୍ର ଶେଖର ସେ ଶଇଳ ପାଦଦେଶ ନଦୀ ଶଙ୍ଖ କୋଇଲୀ ମିଶ୍ରଣ ସ୍ଥଳ ।। ବେଦବ୍ୟାସ ଗିରି ଗୁପତ କେନ୍ଦ୍ରରେ ସରସ୍ଵତୀ କୁଣ୍ଡ ସ୍ଥିତ ସରସ୍ଵତୀ ଧାର ନିର ମିଶି ତହୁଁ ବ୍ରାହ୍ମଣୀ ଯେ ପ୍ରବାହିତ ।।
Classics
ଆମ ସ୍ୱାଧୀନତା
Sadananda Pratihari · 1 min read · 17 reads
ରାଜ୍ୟ ରାଜ୍ୟ ମଧ୍ୟେ ହୁଏ ଦୃଶ୍ୟମାନ ଉନ୍ନତିରେ ବିଷମତା ଗୋଟିଏ ମାଆର ହୋଇ ବି ସନ୍ତାନ ଭୋଗିଥାନ୍ତି ଦାରିଦ୍ର୍ୟତା l
Inspirational
ଅମୃତମୟ ଉତ୍କଳ (୧୭)
Prafulla Chandra Mishra · 1 min read · 149 reads
ଶାଳିଆ ନଈର ଧାର, ଝରି ଯାଏ ହୋଇ ଚଳଚଞ୍ଚଳ ତା ଜଳେ ଖେଳେ ସବିତା ଜୋଛନା ବିଧୌତ ରଜନୀରେ ଜହ୍ନ କୁତୂହଳେ କହେ ପ୍ରେମର କଥା, ୟେ ମୋ ଉତ୍କଳର ଉତ୍କର୍ଷତା ।
Others
ଜୀବନର ପ୍ରହେଳିକା
Sudeshna Pradhan · 1 min read · 212 reads
ଏଇତ ଦୁନିଆଁ ଶିଖୁ ସଦା ନୂଆ ଅନୁଭବେ ଅନୁଚିନ୍ତା ଜୀବନ ଜୀବିକା ଅଟେ ପ୍ରହେଳିକା
Abstract