by Prafulla Chandra Mishra ✓ · 23 May 2021
ଶାଳିଆ ନଈର ଧାର, ଝରି ଯାଏ ହୋଇ ଚଳଚଞ୍ଚଳ ତା ଜଳେ ଖେଳେ ସବିତା ଜୋଛନା ବିଧୌତ ରଜନୀରେ ଜହ୍ନ କୁତୂହଳେ କହେ ପ୍ରେମର କଥା, ୟେ ମୋ ଉତ୍କଳର ଉତ୍କର୍ଷତା ।
Loading comments…
Comments
Loading comments…