by Prafulla Chandra Mishra ✓ · 24 May 2021
ହଳଦୀ କିଆରୀ ଫୁଲ ବାସନାରେ ମହକି ଉଠେସେ ଭୁବନ ବାବା ବିରୁପାକ୍ଷ ଆଶିଷ ପରସେ ଉନ୍ମୋଚିତ ଜ୍ଞାନ ନୟନ ।। ପୂଣ୍ୟତୋୟା ମହାନଦୀ ବଉଦର ରାଜବାଟୀ ପାର୍ଶ୍ଵେ ଧାବିତ ଝରେ ଝର ଝର ଅମୃତ କି ଅବା ତରଳ ରଜତ ପ୍ଳାବିତ ।।
Loading comments…
Loading comments…