by Tankadhar Majhi ✓ · 26 Jan 2020
ହଁ ତୁମେ ଠିକ୍ କଲ, ଛାଡ଼ି ଗଲ ମତେ ଅନ୍ଧ ଥିଲି ବୋଲି ଜୀର୍ଣ୍ଣ କରି ଦେଉଥିଲି ଜଡ଼ ପାଲଟି ଥିବା ତୁମ ବାତାବରଣକୁ ଏବେ ମୁଁ ବେସାହାରା ପ୍ରେମୀ କଏଦୀଟେ ଏ ସଂସାର କାରାଗାର ଭିତରେ ସଜା କାଟୁଛି ।
Loading comments…
Comments
Loading comments…