English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅନ୍ଧପୁଟୁଳି
9 poems
ଚୋରାବାଲି
Biplab Pati · 1 min read · 176 reads
ତୋ ଲୁହକୁ ଦିନେ ଦର୍କାର ପଡିପାରେ ସମୁଦ୍ର ସମୁଦ୍ରକୁ ବି ଦର୍କାର ପଡେ଼ ଢେର ଢେର ବାଲି ଛାତିକୁ ପାହାଡ
Abstract
ଅନ୍ଧ ହୃଦୟ
Tankadhar Majhi · 1 min read · 219 reads
ହଁ ତୁମେ ଠିକ୍ କଲ, ଛାଡ଼ି ଗଲ ମତେ ଅନ୍ଧ ଥିଲି ବୋଲି ଜୀର୍ଣ୍ଣ କରି ଦେଉଥିଲି ଜଡ଼ ପାଲଟି ଥିବା ତୁମ ବାତାବରଣକୁ ଏବେ ମୁଁ ବେସାହାରା ପ୍ରେମୀ କଏଦୀଟେ ଏ ସଂସାର କାରାଗାର ଭିତରେ ସଜା କାଟୁଛି ।
Romance
କଲମ ମୁନ
Writer Roja Panda · 1 min read · 13.8K reads
ସତ୍ୟ ଲେଖି ସିଏ ଅଧର୍ମ ନାଶେ ସେଇ ଲେଖା ବଳେ ଜଗତ ହସେ ॥ କଲମ ଏମିତି ଅପୂର୍ବ ରତ୍ନ ସଭିଏଁ ତାହାର କରନ୍ତି ଯତ୍ନ ॥
Inspirational
ଚକ୍ଷୁଷ୍ମାନ
Prakash Ranjan Parida · 1 min read · 13.3K reads
ସାହାଯ୍ୟର ହାତ ଲମ୍ବେଇ ଦୟାକରି ଦୟା ଦେଖାିବନି ମତେ କଟା ଘା’ରେ ଚୂନ ଲେପିବନି ଅନ୍ତତଃ ମୁଁ ଶାନ୍ତିରେ ମରିବି । ।
Others
ଝରିପଡୁଥିବାଲୁହ
Shashanka sekhar Ray · 1 min read · 116 reads
ତୁମ ମରୁଭୂମିରେ ମୁଁ ଏକ ତୃଷାର୍ତ୍ତ ପଥିକ ତତଲା ବାଲିରେ ଚାଲି ଚାଲି ପାଦ ଦୁଇଟି କ୍ଲାନ୍ତ ମୋର କିନ୍ତୁ ତୁମେ ଯେ ସପ୍ତଫେଣୀ କେମିତି ବା ଦେଇ ପାରିଥାନ୍ତ ମୋତେ ତୁମେ ତୁମ ଛାଇର ଠିକଣା କହିଲ ବା ଟିକେ ଦେଖି ?
Others
ସ୍ବାଧୀନ ସମ୍ବିଧାନ
ସଂଜୟ କୁମାର ଦୀପ · 1 min read · 11.8K reads
ରାଜନେତା ଏଠି ଜନତା କୁ ଲୁଟେ ଆଇନ୍ ର ଦ୍ୱାହି ଦେଇ, ସ୍ବାଧୀନ ଜନତା ସର୍ବହରା ହୁଏ ବିବେକକୁ ବଳି ଦେଇ
Others
Loading…
Next page →