by Writer Roja Panda ✓ · 9 Oct 2018
ସତ୍ୟ ଲେଖି ସିଏ ଅଧର୍ମ ନାଶେ ସେଇ ଲେଖା ବଳେ ଜଗତ ହସେ ॥ କଲମ ଏମିତି ଅପୂର୍ବ ରତ୍ନ ସଭିଏଁ ତାହାର କରନ୍ତି ଯତ୍ନ ॥
Loading comments…
Loading comments…