by Shashanka sekhar Ray ✓ · 30 Jul 2019
ତୁମ ମରୁଭୂମିରେ ମୁଁ ଏକ ତୃଷାର୍ତ୍ତ ପଥିକ ତତଲା ବାଲିରେ ଚାଲି ଚାଲି ପାଦ ଦୁଇଟି କ୍ଲାନ୍ତ ମୋର କିନ୍ତୁ ତୁମେ ଯେ ସପ୍ତଫେଣୀ କେମିତି ବା ଦେଇ ପାରିଥାନ୍ତ ମୋତେ ତୁମେ ତୁମ ଛାଇର ଠିକଣା କହିଲ ବା ଟିକେ ଦେଖି ?
Loading comments…
Loading comments…