by Lipi Sahoo ✓ · 28 Mar 2020
ଆନ୍ତରଙ୍ଗ ରହସ୍ୟମୟ ଆକାଶ କେବଳ ମୁଁ ହିଁ ମୁଁ ପ୍ରସାରିତ ଆତ୍ମା ପ୍ରଶାନ୍ତିର ପାରାବାରେ ଡୁବି ଯାଏ ସମସ୍ତ ଅଭିପ୍ସା ସୀମାହୀନ ଆନନ୍ଦର ଚିରନ୍ତନ ଅମୀୟ ଧାରା ଆଲିଙ୍ଗନ କରେ କେବଳ ପରିପୂର୍ଣଶୂନ୍ୟତା ।।
Loading comments…
Comments
Loading comments…