English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଆହ୍ଲାଦିତ
14 poems
ଏବେ ଗାଁ ପରl ସହର ସହର ବାସୁଛି -
Reeta aparajeeta Mohanty · 1 min read · 251 reads
ସହର ହେଉ କି ଗାଁ ହେଉ ନାରୀ ଟି ସବୁବେଳେ ଧନ୍ଧିହୁଏ ଅନେକ ଦୁଷ୍ଟ ହାତ ତା ପାଇଁ ଅପେକ୍ଷା ରତ ଥାଆନ୍ତ
Abstract
ହେ_ ଆର୍ଯ୍ୟ
Goutam Mohanty · 1 min read · 180 reads
ତୁମେ ହିଁ ମୋର ପ୍ରାଣପ୍ରିୟ ପୁରୁଷାର୍ଥର ସେହି ପରମପୁରୁଷ ହେ ମୋର ପ୍ରାଣପ୍ରିୟ ଏକାଙ୍ଗ-ଆର୍ଯ୍ୟ ଅଭୁ
Abstract
ଲଭିବୁ ବୈକୁଣ୍ଠ ଭୁବନ
Prafulla Chandra Mishra · 1 min read · 7.1K reads
• ଷାଠିଏ ପଉଟି ଅର୍ଣ୍ଣ ସୁସ୍ବାଦୁ ବ୍ୟଞ୍ଜନ • ଲାଗିହୁଅଇ ଅବଢ଼ା ପୀୟୂଷ ସମାନ • ନରଜନ୍ମ ହୁଏ ଧନ୍ୟ କରିଲେ ସେବନ , ହେ କଞ୍ଜ ବଦନ…।।
Others
ପାର୍ବଣ ପ୍ରୀତିର ନିଶା
Jyotsnarani Panda · 1 min read · 225 reads
ତୁମେ ଶରତ ସକାଳ ସୁନାଝରା ସାଥୀ ମୁଁ ଆଶ୍ଵିନର ଆନମନା ପାର୍ବଣ ପିନ୍ଧିଛି ମୃତ୍ୟୁର ଭୂଷଣ ଛୁଇଁବା ଯେ ତାକୁ ମନା ।। ତୁମେ ସ୍ନେହ ସରସର ଶରତ ଶଯ୍ୟାର ପବିତ୍ର ପାଦର ଝୋଟି ମୁଁ ଅସୁମାରୀ ଆଶା ଆଙ୍କିଛି ମନରେ
Classics
ଅନୀର୍ବଚନୀୟ
Lipi Sahoo · 1 min read · 91 reads
ଆନ୍ତରଙ୍ଗ ରହସ୍ୟମୟ ଆକାଶ କେବଳ ମୁଁ ହିଁ ମୁଁ ପ୍ରସାରିତ ଆତ୍ମା ପ୍ରଶାନ୍ତିର ପାରାବାରେ ଡୁବି ଯାଏ ସମସ୍ତ ଅଭିପ୍ସା ସୀମାହୀନ ଆନନ୍ଦର ଚିରନ୍ତନ ଅମୀୟ ଧାରା ଆଲିଙ୍ଗନ କରେ କେବଳ ପରିପୂର୍ଣଶୂନ୍ୟତା ।।
Abstract
ଶୀତର ଆଗମନୀ
Biswa Bharati Dash · 2 min read · 6.6K reads
ବାସ୍ ପୁଣି ଅପେକ୍ଷା ରହେ ତୋ ଆସିବା ବାଟକୁ..... ସେଇ , ମା'ର ଆଗମନୀ ସମୟକୁ
Fantasy
Loading…
Next page →