by Jyotsnarani Panda ✓ · 9 Aug 2021
ତୁମେ ଶରତ ସକାଳ ସୁନାଝରା ସାଥୀ ମୁଁ ଆଶ୍ଵିନର ଆନମନା ପାର୍ବଣ ପିନ୍ଧିଛି ମୃତ୍ୟୁର ଭୂଷଣ ଛୁଇଁବା ଯେ ତାକୁ ମନା ।। ତୁମେ ସ୍ନେହ ସରସର ଶରତ ଶଯ୍ୟାର ପବିତ୍ର ପାଦର ଝୋଟି ମୁଁ ଅସୁମାରୀ ଆଶା ଆଙ୍କିଛି ମନରେ
Loading comments…
Comments
Loading comments…