by Santosh Kumar Ojha ✓ · 13 May 2021
ତୁମେ ମରୁ ପଥିକର ଆଦ୍ୟ ଶୋଷ ତୁମେ ଦୁର୍ବାସା ଋଷିର ଶେଷ ରୋଷ ତୁମେ ବାଳିକା ବଧୂର ନିର୍ନିମେଷ ତୁମେ ବିଧବା ସୀମନ୍ତେ ଦୂବ ଘାସ । ତୁମେ ପାହାନ୍ତି ପ୍ରହର କୁଆଁତାରା ତୁମେ ଭୋଦୁଅ ମଧ୍ୟାହ୍ନ ଟାଣ ଖରା ଅକ୍ଷି ତୃତୀୟା ପର ର ବାରି ଧାରା
Loading comments…
Loading comments…