by Chinmaya Kumar Nayak ✓ · 10 Dec 2020
ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମୋ ଶ୍ବାସ ରୁଦ୍ଧ ହୋଇ ଯାଏ ପ୍ରତି ମୁହୂର୍ତ୍ତରେ ମୋ ଭଳି କେଉଁଠି ନ ଫୁଟି ସେ ଝରିଯାଏ ! ଜୀବନଟେ ଦେବା ନାହିଁ ଶକ୍ତି ତୁମ ନେବାର କି ଅଧିକାର ନିଜ ଅଂଶକୁ ଯେ ନିଜ ହାତେ ମାରେ ମଣିଷ ସେ କି ପ୍ରକାର !
Loading comments…
Comments
Loading comments…