English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପକ୍ଷପାତ
9 poems
ଦୁନିଆ କରିବ ସଲାମ୍
Harihara Behera · 1 min read · 6.6K reads
ପ୍ରଥମ ଦେଖାର ମିଲନ ମିଶିଗଲା ମନରେ ମନ । ହେଉ ହେଉ ହେଇ ଗଲା ପ୍ରେମର ପ୍ରଥମ ମିଳନ
Others
ଅଫୁଟା ଫୁଲ
Chinmaya Kumar Nayak · 1 min read · 190 reads
ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମୋ ଶ୍ବାସ ରୁଦ୍ଧ ହୋଇ ଯାଏ ପ୍ରତି ମୁହୂର୍ତ୍ତରେ ମୋ ଭଳି କେଉଁଠି ନ ଫୁଟି ସେ ଝରିଯାଏ ! ଜୀବନଟେ ଦେବା ନାହିଁ ଶକ୍ତି ତୁମ ନେବାର କି ଅଧିକାର ନିଜ ଅଂଶକୁ ଯେ ନିଜ ହାତେ ମାରେ ମଣିଷ ସେ କି ପ୍ରକାର !
Tragedy
ନର ରୁ ନାରୀ
Priyabrata Mohanty · 1 min read · 223 reads
ନର ନାରୀ ନୁହଁ ଭିନ୍ନ କରନା ପକ୍ଷପାତ, ପ୍ରକୃତିରୁ ଦୁହେଁ ଜାତ ଚାଲରେ ଧରି ହାତ ।।
Inspirational
ଶୋଭାଯାତ୍ରା
Ramachandra Bhutia · 1 min read · 495 reads
ଶୋଭାଯାତ୍ରା
Drama
ନାସ୍ତିକ
Mr.GAGAN BIHARI NAYAK · 1 min read · 515 reads
ଗଢିବାରେ ତିଳେ ତୃଟି ନାହିଁ ମୋର । ସଜେଇ କଳେବର ନା ଦେଇଛି ଈଶ୍ବର। ସର୍ବେଶ୍ଵର ଜଗଦ୍ଦୀଶ୍ବର ତୁମେ ଗଢିଥିବା ମଣିଷ କେତେ ଶଠ ଅସୁନ୍ଦର । ଅନ୍ତରେ ଜହର କଳା-ଗୋରା ଭେଦାଭାବ। ଜାତିଭେଦ କୁସଂସ୍କାରରେ ସଂସ୍କୃତି ଦିଶେ କେତେ ଅସୁନ୍ଦର।
Tragedy
ଜହ୍ନ
Sabita Sukla · 1 min read · 206 reads
ପକ୍ଷେ ପଡ଼ି ପକ୍ଷେ ଉଠିଯାଏ ସିଏ ନଥାଏ ତାହାର ଦୁଃଖ, ଉତ୍ଥାନ ପତନ ପାଥେୟ କରିଣ ଲଭିବା ସମାନ ସୁଖ।
Others
Loading…
Next page →