by Mr.GAGAN BIHARI NAYAK ✓ · 27 Oct 2021
ଗଢିବାରେ ତିଳେ ତୃଟି ନାହିଁ ମୋର । ସଜେଇ କଳେବର ନା ଦେଇଛି ଈଶ୍ବର। ସର୍ବେଶ୍ଵର ଜଗଦ୍ଦୀଶ୍ବର ତୁମେ ଗଢିଥିବା ମଣିଷ କେତେ ଶଠ ଅସୁନ୍ଦର । ଅନ୍ତରେ ଜହର କଳା-ଗୋରା ଭେଦାଭାବ। ଜାତିଭେଦ କୁସଂସ୍କାରରେ ସଂସ୍କୃତି ଦିଶେ କେତେ ଅସୁନ୍ଦର।
Loading comments…
Comments
Loading comments…