by P.purabi Mohanty ପି.ପୁରବୀ ମହାନ୍ତି ✓ · 3 Oct 2020
ସୁରକ୍ଷିତ ମଣି ବାକୁ ଲୋଡ଼ା ହାତ ହାତ ଧରି ହାତ ବାଟ ରେ ଚାଲିବ ଆଗକୁ ବଢିବ ସଫଳ ହୋଇବ ମୁକ୍ତ ହୋଇ ସେ ଯେ ଆକାଶେ ଉଡିବ ଆକାଶ ଯଦିଓ ମୁକ୍ତି ଦେଇପାରେ କିନ୍ତୁ ଏ ସମାଜ ସୁରକ୍ଷା ନ ଦିଏ
Loading comments…
Loading comments…