Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଅଚଳ
10 poems
ଜୀବନ ଗୀତା-୩୭୩
Geeta Sarangi · 1 min read · 243 reads
ଖରସ୍ରୋତା ନଦୀ ଦେହରେ ସିନା ମାଡଇ ବାଲୁଚର ଚାଲୁଚାଲୁ ଦିନେ ଜୀବନର ରଥ ଅଟକେ ରାଜରାସ୍ତାରେ ॥
Inspirational
ଅସୁରକ୍ଷିତ ପରୀ
P.purabi Mohanty · 1 min read · 110 reads
ସୁରକ୍ଷିତ ମଣି ବାକୁ ଲୋଡ଼ା ହାତ ହାତ ଧରି ହାତ ବାଟ ରେ ଚାଲିବ ଆଗକୁ ବଢିବ ସଫଳ ହୋଇବ ମୁକ୍ତ ହୋଇ ସେ ଯେ ଆକାଶେ ଉଡିବ ଆକାଶ ଯଦିଓ ମୁକ୍ତି ଦେଇପାରେ କିନ୍ତୁ ଏ ସମାଜ ସୁରକ୍ଷା ନ ଦିଏ
Tragedy
ସ୍ଥିତପ୍ରଜ୍ଞ ହେ ଭୂଧର
Kalyani Nanda · 1 min read · 88 reads
ଋତୁ ପରେ ଋତୁ ର ଆଗମନ, କେବେ ବର୍ଷା,କେବେ ପୁଣି ଶୀତ, କେବେ ହୁଏ ରବି କରେ ତୋ କାୟା ତପ୍ତ, ମେଘର କୋହଲା ସ୍ପର୍ଶରେ ,ବର୍ଷାର ମଧୁର ସୁର, କିଛି ବି ତୋ ଅନ୍ତରେ କି ଆଣେ ନାହିଁ ପରିବର୍ତ୍ତନ ? ସ୍ଥିର ଚିତ୍ତେ ଥାଉ ରହି ସଂସାର ତ୍ୟାଗୀ
Others
ଜଳବନ୍ଦୀ
Dharitri Das · 1 min read · 228 reads
ସରକାରୀ ଦାନା ପାଇବା ଆଶାରେ ଗଗନ ମାର୍ଗକୁ ଚାହିଁ ରହିଥାନ୍ତି ପରା ଚାତକ ପରାଏ ଦିନ ମଜୁରିଆ ତହିଁ। ସ୍ଥାୟୀ ସମାଧାନ କରନ୍ତିନି କେହି ବୁଝନ୍ତିନି ତାଙ୍କ କଥା ଆଶ୍ୱାସନା ପାଇ ବୋଧ କରିଥାନ୍ତି
Abstract
କେତେ ତା ଟାଣ
Pranati Mahapatra · 1 min read · 324 reads
ଅଚଳ ଉତ୍ତୁଙ୍ଗ ମହାମେରୁ ସ୍ଥିର ଧୀର ଚିତ୍ତେ ଦଣ୍ଡାୟମାନ, ଅସ୍ଥିର ମଣିଷ ଦି ଦିନ କୁଣିଆ ତଥାପି କେତେ ତା ଟାଣ
Inspirational
କ୍ଳାନ୍ତ ବେଳାଭୂମି
କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera · 1 min read · 220 reads
କ୍ଳାନ୍ତ ବେଳାଭୂମି
Tragedy
Loading…
Next page →