by Kalyani Nanda ✓ · 22 Dec 2020
ଋତୁ ପରେ ଋତୁ ର ଆଗମନ, କେବେ ବର୍ଷା,କେବେ ପୁଣି ଶୀତ, କେବେ ହୁଏ ରବି କରେ ତୋ କାୟା ତପ୍ତ, ମେଘର କୋହଲା ସ୍ପର୍ଶରେ ,ବର୍ଷାର ମଧୁର ସୁର, କିଛି ବି ତୋ ଅନ୍ତରେ କି ଆଣେ ନାହିଁ ପରିବର୍ତ୍ତନ ? ସ୍ଥିର ଚିତ୍ତେ ଥାଉ ରହି ସଂସାର ତ୍ୟାଗୀ
Loading comments…
Loading comments…