by Chinmaya Kumar Nayak ✓ · 7 Oct 2020
ସେ କରେ ଘରକୁ ଆଲୋକିତ ଧରାଧାମେ ସେ ଯେ ପାରିଜାତ ଘରେ ସେ ଅଲିଭା ସଞ୍ଜବତୀ ବହୁରୂପେ ମୋହେ ଏ ଜଗତୀ ତଥାପି ସେ ଆଜି ନୁହେଁ ସୁରକ୍ଷିତ ଯା ପାଇଁ ସଂସାର ମୃତଦାରଟିଏ
Loading comments…
Loading comments…