by Chinmaya Kumar Nayak ✓ · 11 Jan 2022
ଏମିତି ବୈଚିତ୍ରମୟ ଏ ସଂସାର ରୀତି ଆରମ୍ଭ ଶେଷର ଚାଲେ ଅଭିନବ ନୀତି ସ୍ମୃତି କିନ୍ତୁ ରହିଥାଏ ଦେହ ଥିବା ଯାଏଁ ଅତୀତ ହିଁ ଭବିଷ୍ୟର ଅଭୁଲା ସମ୍ପତ୍ତି
Loading comments…
Comments
Loading comments…