by Prabhati Mahapatra ✓ · 22 Apr 2021
ସାଧୁଙ୍କୁ ଦେଇ ଅନ୍ନଦାନ ନକୁହ କଟୁକ୍ତି ବଚନ । ଲାଭ ନୋହିବ ଯାହା ଦେବ ସମସ୍ତ ପାପ ଜଳେ ଯିବ । ଭାଷା ଯେ ସକଳ ଆଧାର କରିବ ତାହାର ବିଚାର । ଯଦି ମୁଖରୁ ଯାଏ ଚାଲି ନଆସେ ହେଉ ଥିବ ଭାଳି । ଜନକ ଜନନୀର ପ୍ରତି ଶ୍ରଦ୍ଧା ଭକ୍ତିରେ ରଖ
Loading comments…
Comments
Loading comments…