by Sangeeta Barik ✓ · 30 Sept 2020
ମୁଁ ଭିଟାମାଟି ମଣିଷର ଦ୍ଵିତୀୟ ମାଆ କେଇଟା ପଇସା ପାଇଁ ମାଆକୁ କଣ ବିକ୍ରୀ କରିହୁଏ ବାଃ ବାଃ ରେ ଦୁନିଆ । ହୄଦୟରେ କୋହ ଭରେ କ୍ଷୋଭରେ ରକ୍ତ ଝରେ ଅସହ୍ୟ ଏ ଯାତନା ଅବିଶ୍ୱାସ ପ୍ରତାରଣା
Loading comments…
Comments
Loading comments…