StoryMirror - Read, Write, Share & Repeat- ଉତ୍ତରଦାୟୀSunita Barik · 1 min read · 124 readsଏକ ପରିତ୍ୟକ୍ତ ଅନ୍ଧାର ର ମୋହରେ
ଆଲୋକ କୁ ସେ ଘୃଣା କରେ
କାହିଁକି ନା ଆଲୋକ ରେ
ଛଳନାର ମୁଖା ପିନ୍ଧାRomance
- ମାତୃରୂପିଣୀ ମଦର ଟେରେସାNIBEDITA MOHAPATRA · 1 min read · 354 readsମନରେ ନଥିଲା ଲେଶମାତ୍ର ଗର୍ବ ଅହଙ୍କାର
ଦୁଃସ୍ଥଙ୍କ ସେବା କରିବା ଥିଲା ବ୍ରତ ଜୀବନର
ଉଣେଇଶ ସତାନବେAbstract
- ସମୟ କଣ ଘଣ୍ଟା କଣ୍ଟାରେ ଥାଏ?Bhaswati Basu · 1 min read · 13.6K readsବାଡ଼େଇ ହଉଛି କାଂଥରୁ କାଂଥକୁ
ମୁଣ୍ଡ ପିଟି ଖୋଜୁଛି ତୁମକୁ।
ତାର ସେଇ ବୁକୁ ଫଟା ହା ହା ଶବ୍ଦ ହିଁ
ମୋ ପାଇଁ ସମୟ।
ସମୟ କଣ ଘଣ୍ଟା କଣ୍ଟାରେ ଥାଏ?Tragedy
- ମଧୁ-ଯାମିନୀର ଅନ୍ତର୍ନାଦNayana Kumar Mohanta · 1 min read · 85 readsଓଢ଼ଣୀ ସେ-ପ୍ରଜାପତି ଡେଣା,
ଅଥଚ-ଅବଗୁଣ୍ଠନ ତଳେ
ସପନର କ୍ଷେତେ ବାଲି ଚରେ,
ଉଷୁମ-ନିଶ୍ୱାସ ଖର ବହେ,
ଷ୍ଫୀତ-ବକ୍ଷେ ରମଣୀ କାଂଚନ
ଅପେକ୍ଷିତା ସଂଭୋଗ ଲାଳସେ,
ସାଜି ଅର୍ଘ୍ୟ ଥାଳି,
ଆତ୍ମ-ସମର୍ପଣ ହୃଦେ ସ୍ମରି,
ଟୋପା ଟୋପା ଲୁହେ-
ବିଳଂବିତ ରାତିର ପହରେ
ସିକ୍ତ କରି ମଧୁ-ଶେଜ,
ଶେଜୁ ଷ୍ଫୁରେ
ମଉଳା ଫୁଲର ସୂବାସ,Classics
- ପାଏନି ମୁଁ ବାଟBauribandhu Lenka · 1 min read · 218 readsପରିତ୍ୟକ୍ତ ଆଜି ମୁହିଁ
ପାଏନି ମୁଁ ରାହା ।Tragedy
- ବାପାBhubanananda Adhikari · 1 min read · 6.3K readsଗୋଟାଏ ନିରଳସ ସନ୍ଥ ର ବ୍ୟକ୍ତିତ୍ୱ
ପରିକଳ୍ପନା କରୁଥାଏ,
ଯାହା ଉପସ୍ଥିତି ହିଁ
ଏ ମାଟି ଉପରେ ସ୍ୱର୍ଗର ଦେବତ୍ୱ
ଜାହିର କରାଉଥାଏ,
ବାପା।....Inspirational
Loading…