by Bhaswati Basu ✓ · 7 Feb 2018
ବାଡ଼େଇ ହଉଛି କାଂଥରୁ କାଂଥକୁ ମୁଣ୍ଡ ପିଟି ଖୋଜୁଛି ତୁମକୁ। ତାର ସେଇ ବୁକୁ ଫଟା ହା ହା ଶବ୍ଦ ହିଁ ମୋ ପାଇଁ ସମୟ। ସମୟ କଣ ଘଣ୍ଟା କଣ୍ଟାରେ ଥାଏ?
Loading comments…
Comments
Loading comments…