by Dr Baman Chandra Dixit ✓ · 2 Jun 2022
ଶବ୍ଦର ଚାତୁରୀ ଭାବ ଛନ୍ଦ ଲୟ ଅକ୍ଷର ଅ-କ୍ଷର ମୋର ରସ ମୟ ତଥାପି ବିମୁଗ୍ଧ ପାଠକ ବିରଳ ମଲାଟ ମଢ଼ା ମୁଁ ବହିଟିଏ ବୋଲି।
Loading comments…
Loading comments…