Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମଲାଟ
5 poems
ଏଇଟି ମୋର ବହି
Jagannath Barik · 1 min read · 294 reads
ଏଇଟି ମୋର ବହି
Children Stories
ଅଧା ଲେଖା ବହି
Er Sachidananda Barik · 2 min read · 203 reads
ନା ଆହୁରି ବାକି ଅଛି ତଥାପି ଶେଷ ପୃଷ୍ଠା ପାଇଁ ଅନେକ ସ୍ଵପ୍ନ କୁ ଲେଖିବାର ଅଭିଳାଷ ଟେ ଅଛି ଦେଖା ଯାଉ ସମୟ ଚାହୁଁଛି ...
Inspirational
ଦଦରା ମଲାଟ
Pranati Acharya · 1 min read · 176 reads
ଭୋକର ଭୂଗୋଳ ଖାତାରେ ଲିଖିତ ଦାଦନ ଜୀବନର କଥା ଦଦରା ମଲାଟ ପାରି ଶୋଇଅଛି ଋଣ କାର୍ଯ୍ୟ ତା କାନ୍ଧେ ବନ୍ଧା ।
Tragedy
କବିତା ନୁହେଁ
Laxminarayan Sahoo · 1 min read · 225 reads
ସୁଖର ମଲାଟ ଭିତରେ ଅମ୍ଳଜାନ ପାଇଁ ଦହଗଞ୍ଜ ହେଉଥିବା ତରଳ ଦୁଃଖ ପାଉଡର୍ ବୋଳା ହସ ସେପଟେ ଜମାଟ ବାନ୍ଧି ଥିବା ଲୁହ ଏସବୁକୁ ବୟାନ କରିବା ପାଇଁ କାଠଗଡ଼ା ତ ଲୋଡା ନାହିଁ ଯଦି ଲୋଡା ହୁଏ କଲମ ମୁଁ ତାକୁ କବିତା କହିବି କିପରି
Tragedy
ବହିଟିଏ ବୋଲି
Baman Chandra Dixit · 1 min read · 135 reads
ଶବ୍ଦର ଚାତୁରୀ ଭାବ ଛନ୍ଦ ଲୟ ଅକ୍ଷର ଅ-କ୍ଷର ମୋର ରସ ମୟ ତଥାପି ବିମୁଗ୍ଧ ପାଠକ ବିରଳ ମଲାଟ ମଢ଼ା ମୁଁ ବହିଟିଏ ବୋଲି।
Tragedy