by Laxminarayan Sahoo ✓ · 13 May 2021
ସୁଖର ମଲାଟ ଭିତରେ ଅମ୍ଳଜାନ ପାଇଁ ଦହଗଞ୍ଜ ହେଉଥିବା ତରଳ ଦୁଃଖ ପାଉଡର୍ ବୋଳା ହସ ସେପଟେ ଜମାଟ ବାନ୍ଧି ଥିବା ଲୁହ ଏସବୁକୁ ବୟାନ କରିବା ପାଇଁ କାଠଗଡ଼ା ତ ଲୋଡା ନାହିଁ ଯଦି ଲୋଡା ହୁଏ କଲମ ମୁଁ ତାକୁ କବିତା କହିବି କିପରି
Loading comments…
Loading comments…