by MADHU MITA ✓ · 21 Feb 2021
ମୁଁ ଚକୋର ନୁହେଁ ଯେ ବର୍ଷାକୁ ଚାହେଁ.. କି ଫୁଲଟେ ନୁହେଁ ଯେ ସୁଗନ୍ଧ ଚାହେଁ.. ମାଟିର ଛାର ମଣିଷଟିଏ ମୁଁ.. କେବଳ ତୁମ ଭଲ ପାଇବା ଟିକେ ଚାହେଁ..!!
Loading comments…
Loading comments…